ଦେଶ- ବିଦେଶ

ଲୋକସଭାରେ ନାରୀ ଶକ୍ତି ଅଧିନିୟମ ବିଲ ପାରିତ – Sahana Mela

[ad_1]

ନୂଆଦିଲ୍ଲୀ: ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ପାରିତ କରାଯାଇଛି । ବିଲକୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘବାଲ ସଦନରେ ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହାକୁୂ ‘ନାରୀ ଶକ୍ତି ଅଧିନିୟମ’ ନାଁରେ ନାମିତ କରିଛନ୍ତି ।ଅନ୍ୟପଟେ ଏହାକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି । ବିରୋଧୀଙ୍କ କହିବାନୁସାରେ, ବିଲକୁ ସର୍କୁଲେଟ ନ କରି କିପରି ଭାବେ ପାରିତ କରିଦିଆଗଲା । ଏହାର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ବିଲ ୱେବସାଇଟରେ ଅପଲଡ କରି ଦିଆଯାଇଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button