ରାଜ୍ୟ
କଲେଜ କ୍ୟାମ୍ପସରେ ହୋର୍ଡିଂ – Sahana Mela

[ad_1]
ଭୁବନେଶ୍ୱର,ଏନ୍ଏନ୍ଏସ୍: ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହିକ୍ରମେ ସେପ୍ଟେମ୍ବର ୧୮ ସୁଦ୍ଧା ହୋର୍ଡିଂ ଓ ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ।
[ad_2]