ରାଜନୀତି

ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ନିର୍ବାଚନ ମୈଦାନକୁ ଓହ୍ଲାଇଲେ ୟୁସୁଫ୍ ପଠାନ – Sahana Mela

[ad_1]


ଲୋକସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ତାଲିକାରେ ଦଳ ୪୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କୁଚବିହାର ଲୋକସଭା ଆସନରୁ ଜଗଦୀଶ ଚନ୍ଦ୍ର ବସୁନିୟାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଟିମଏସି ପକ୍ଷରୁ ଟିକଟ୍ ମିଳିଛି । ଯିଏ ଅଧିରରଞ୍ଜନ ଚୌଧୁରୀଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଟିଏମସିର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ୪୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଅନ୍ୟପକ୍ଷରେର ବାସିରହାଟରୁ ଗତ ଥର ସାଂସଦ ହୋଇଥିବା ନୁସରତ ଜାହାନଙ୍କୁ ଦଳ ଟିକେଟ ଦେଇନାହିଁ  । ସେହିପରି କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ।



[ad_2]

Leave a Reply

Your email address will not be published. Required fields are marked *

Back to top button