ରାଜ୍ୟ

ଟ୍ରକରୁ ୩୦ଟି ଗୋରୁ ଉଦ୍ଧାର , ୪ ଗିରଫ – Sahana Mela

[ad_1]

ନୂଆପଡ଼ା : ବର୍ତମାନ ବି କମୁନାହିଁ ଗୋ ଚାଲାଣ l ସହରରେ ବିଭିନ ସ୍ଥାନରେ ହରୁ ଚାଲାଣ ହଉ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ କୁ ଧରିଛି ପୋଲିସ l
ସୂଚାନୁସାରେ , କଲି ରାତିରେ ଏକ ଗୋରୁ ବୋଝେଇ କଣ୍ଟେନର ଜବତ କରାଯାଇଛି । ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଫାଟକ ନିକଟରେ ବିଳମ୍ବିତ ରାତିରେ ଏକ ଗୋରୁ ବୋଝଇ ଟ୍ରକକୁ ଅଟକାଇଲେ ବଜରଙ୍ଗ ଦଳ । ଗୋରୁ ବୋଝଇ ଟ୍ରକଟି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବାର ସୂଚନା ରହିଛି । ପାଇକମାଳ ଓ ନୂଆପଡା ବଜରଙ୍ଗ ଦଳ ପୋଲିସ ପ୍ରଶାସନର ସହାୟତାରେ ଏହି ଟ୍ରକଟିକୁ ନୂଆପଡ଼ା ଫାଟକ ନିକଟରେ ରୋକିଥିଲେ l ଟ୍ରକରୁ ୩୦ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ଉଦ୍ଧାର ଗୋରୁଙ୍କୁ ଗୁରୁକୁଳ ଆଶ୍ରମ ହରିପୁରକୁ ନେଇ ସେଠାରେ ଚିକିତ୍ସା କରି ଯତ୍ନ ନେବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button