ରାଜ୍ୟ

ସମ୍ବଲପୁର ଚିଡ଼ିଆଖାନାରେ ବାଘ ରାଣୀର ମୃତ୍ୟୁ, ଗର୍ଭାଶୟରେ ହୋଇଥିଲା ସଂକ୍ରମଣ

ସମ୍ବଲପୁର: ଚିଡ଼ିଆଖାନାରେ ବାଘର ମୃତ୍ୟୁ । ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ । ୟୁଟ୍ରେସ ଇନଫେକ୍ସନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଏଫଓ ।

ଗତ ମାସରେ ରାଣୀକୁ କମନ ଏନକ୍ଲୋଜରରେ ଛଡ଼ାଯାଇଥିଲା ।  ସାପଡ଼ାରୁ ଆସିଥିବା କଲରାପତରିଆ ରାଜା ଓ ରାଣୀକୁ ସେଠାରେ ଏକାଠି ରଖାଯାଇଥିଲା । ଦୁଇ ଜଣଙ୍କ ଚେକଅପ୍ କରି ଏକାଠି ରଖାଯାଇଥିଲା । କିନ୍ତୁ ହଠାତ୍ ରାଣୀ ଅସୁସ୍ଥ ହୋଇପଡ଼ିଥିଲା ।  ଯାହାପରେ ତା’ ଚିକିିତ୍ସା ଚାଲିଥିଲା ।  ମୃତ୍ୟୁ ସମୟରେ ରାଣୀର ବୟସ ୭ ବର୍ଷ ହୋଇଥିଲା ।.

Leave a Reply

Your email address will not be published. Required fields are marked *

Back to top button