ମନୋରଞ୍ଜନ

ଜ୍ୟାକଲିନଙ୍କ ପାଇଁ ନବରାତ୍ରୀ ବ୍ରତ ରଖିବ ସୁକେଶ – Sahana Mela

[ad_1]

ମୁମ୍ବାଇ: ତିହାଡ଼ ଜେଲରେ ବନ୍ଦ ଥିବା ବିଚାରଧୀନ କଏଦୀ ତଥା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖିଛି । ଜୀବନରେ ପ୍ରଥମଥର ସେ ଜ୍ୟାକଲିନଙ୍କ ପାଇଁ ନବରାତ୍ରୀରେ ୯ ଦିନ ବ୍ରତ ରଖିବ ବୋଲି ସୁକେଶ ଏହି ଚିଠିରେ ଦର୍ଶାଇଛିି ।

ସୁକେଶ ଚନ୍ଦ୍ରଶେଖର ଚିଠିରେ ଲେଖିଛି ଯେ, ଖୁବଶୀଘ୍ର ସତ ସଭିଙ୍କ ସାମ୍ନାକୁ ଆସିବ ଏବଂ ସେମାନେ ଏକାଠି ହେବେ । ନବରାତ୍ରୀର ୯ମ ଦିନରେ ସେ ମାଁ ବୈଷ୍ଣଦେବୀ ଏବଂ ମହାକାଲେଶ୍ୱର ମନ୍ଦିର ନାଁରେ ପୂଜା କରିବ । ସତ ସାମ୍ନାକୁ ଆସିବା ପରେ ସମସ୍ତେ ମନ ଦୁଃଖ କରିବେ ଯେଉଁମାନେ ତାଙ୍କୁ ପରିହାସ କରିଥିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button