ରାଜ୍ୟ
ସମ୍ବଲପୁରରେ ED ରେଡ, ବ୍ୟାଙ୍କ୍ ଫ୍ରଡ ମାମଲାରେ ୩ଟି ସ୍ଥାନରେ ଚଢ଼ାଉ
ସମ୍ବଲପୁର: ସମ୍ବଲପୁରରେ ଇଡି ରେଡ୍ । ୨୩୧ କୋଟି ବ୍ୟାଙ୍କ ଜାଲିଆତି ମାମଲାରେ ଚାଲି ରେଡ୍ । ଏକ ସ୍ବେଚ୍ଛାସେବୀ ସଂଗଠନରେ ଚାଲିଛି ଚଢାଉ । ସମ୍ବଲପୁରର ୩ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି। ବ୍ୟାଙ୍କ ଫ୍ରଡ୍ ମାମଲାରେ ରେଡ୍ କରୁଛି ଇଡି । ସଂସ୍ଥାର ପୂର୍ବତନ କର୍ମଚାରୀ ପୀତବାସ ସେଠି ଘରେ ମଧ୍ୟ ଇଡି ଚଢ଼ାଉ କରିଛି।