ଦେଶ- ବିଦେଶ

ଗ୍ୟାଙ୍ଗଷ୍ଟାର ମୁଖତାର ଅନସାରୀଙ୍କୁ ୧୦ ବର୍ଷର ସଜା – Sahana Mela

[ad_1]

ନୂଆଦିଲ୍ଲୀ: ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟାର ଆକ୍ଟ ମାମଲାରେ କୋର୍ଟ ୧୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ ମୁଖତାର ଅନସାରୀ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗିଛି । ଉକ୍ତ ମାମଲାରେ ସୋନୁ ଯାଦବକୁ ୫ ବର୍ଷ ସଜା ମିଳିବା ସହ ୨ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି । ଗାଜିପୁର କୋର୍ଟ ହତ୍ୟା ଓ ହତ୍ୟା ପ୍ରୟାସ ମାମଲାରେ ମୁଖତାର ଓ ସୋନୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button