ଦେଶ- ବିଦେଶ

ବାଦଶାହଙ୍କୁ ଜେରା – Sahana Mela

[ad_1]

ନୂଆଦିଲ୍ଲୀ: ଅନଲାଇନ ବ୍ୟାଟିଂ କମ୍ପାନୀ ଆପ୍ ‘ଫେୟାରପ୍ଲେ’ ମାମଲାରେ ମହାରାଷ୍ଟ୍ର ପୁଲିସର ସାଇବର ସେଲ୍ ସିଙ୍ଗର ବାଦଶାହଙ୍କୁ ପଚରାଉଚୁରା କରିଛି । ଉକ୍ତ ମାମଲାରେ ଅଭିନେତା ରଣବୀର କପୁର, ସଞ୍ଜୟ ଦତ୍ତ, କପିଲ ଶର୍ମା ଓ ଶ୍ରଦ୍ଧା କପୁରଙ୍କ ସମେତ ୪୦ ଅନ୍ୟ ତାରକାଙ୍କ ନାଁ ସାମ୍ନାକୁ ଆସିଛି ।

ବାଦଶାହଙ୍କ ଉପରେ ମହାଦେବ ଆପର ସହାୟକ ଆପ ଫେୟାରପ୍ଲେକୁ ପ୍ରୋମୋଟ କରିବାର ଅଭିଯୋଗ ହୋଇଛି । ସେଥିପାଇଁ ଜେରା ଲାଗି ବାହାଶାହଙ୍କୁ ସମନ ପଠାଯାଇଥିଲା । ଫେୟାରପ୍ଲେ ଇଣ୍ଡିଆନ ପ୍ରିମିୟର ଲିଗର ସ୍କ୍ରିନିଂ କରିଥିଲା ।

[ad_2]

Leave a Reply

Your email address will not be published. Required fields are marked *

Back to top button