ରାଜ୍ୟ
୪ ଦିନରେ ସରିଲା ବିଧାନସଭା – Sahana Mela

[ad_1]
ଭୁବନେଶ୍ୱର,ଏନ୍ଏନ୍ଏସ୍: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଶେଷ ହୋଇଛି । ଶୀତ ଅଧିବେସନ ମାତ୍ର ୪ ଦିନରେ ଶେଷ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ନଭେମ୍ବର ୨୧ରୁ ୩୦ ଯାଏଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା ।
[ad_2]




