ରାଜ୍ୟ

ବେଆଇନ ଗୋ ମାଂସ ଚାଲାଣ – Sahana Mela

[ad_1]

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ହିନ୍ଦୁ ଙ୍କ ଧର୍ମ ନଷ୍ଟ ପଛ ରେ ରହିଛି କାହାର ରହିଛି ବଡ ଷଡଯନ୍ତ୍ର |  ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର ଦେଇ ମୟୁରଭଞ୍ଜ ରେ ଗାଁ କୁ ଗାଁ ବୁଲି ବିକ୍ରି ହେଉଛି ଗୋ ମାଂସ | ରୋହିଙ୍ଗିଆ ବାଂଲାଦେଶୀ ଙ୍କ ନଜର ରେ ଏବେ ମୟୁରଭଞ୍ଜ ର ନିରୀହ ଆଦିବାସୀ ଜନଜାତି | ପୋଲିସ ପ୍ରଶାସନ ନିରବ ଦ୍ରୋଷ୍ଟା | ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଞ୍ଚଳ ରେ ଧର୍ମାନ୍ତୀକରଣ |

ଗୋ ମାଂସ ଚାଲାଣ, ତଥା ହିନ୍ଦୁ ଧର୍ମ କୁ ନଷ୍ଟ କରିବାର ଏହା ଏକ ବଡ ଷଡଯନ୍ତ୍ର ଯାହାକି ଏବେ ମୟୁରଭଞ୍ଜ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ବ୍ୟାଧି ଭଳି ବ୍ୟାପି ବାରେ ଲାଗିଛି | ରାଜ୍ୟ ସରକାର ବାଂଲାଦେଶୀ ସୋରଣାର୍ଥୀ ଙ୍କ ଉପରେ ରୋକ ନ ଲଗାଇଲେ ଆଗକୁ ଏ ଘଟଣା ବଡ ରୂପ ନେଇ ପାରେ ବୋଲି ଚର୍ଚ୍ଚା ଜର ଧରିଥିବା ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ପଳାଶବନି ଗ୍ରାମରେ |ତେବେ ସୂଚନାମୁତାବକ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ପଳାଶବନି ଗାଁ ରେ ଜଣେ ମୁସଲମାନ ସମ୍ପ୍ରଦାୟ ର ଯୁବକ ଯାହାଙ୍କ ଘର ପଶ୍ଚିମବଙ୍ଗ ବୋଲି ପ୍ରାଥମିକ ସୂଚନା ମିଳିଛି |

ଉକ୍ତ ଯୁବକ ଜଣକ ସେହି ଗାଁ ରେ ଜନଜାତି ପରିବାର ଓ କିଛି ସାଧାରଣ ଲୋକ ଙ୍କୁ ଖାସି ମାଂସ କହି ଗୋ ମାଂସ ବିକ୍ରି କରି ଆସୁଥିଲା |  ତେବେ ଏ ବାବଦ ରେ ବିଶ୍ୱ ହିନ୍ଦୁ ପରିଶୋଧ ର କର୍ମ କର୍ତ୍ତା ମାନେ ଜାଣିବା ପରେ ଗୋ ମାଂସ ସମେତ ଯୁବକ କୁ ଧରି ପୋଲିସ କୁ ଜିମା ଦେଇ ଥିଲେ | ତେବେ ପ୍ରଶ୍ନ ଉଠୁଛି ଏଇ ଭଳି କାଣ୍ଡ ଘୋଟାଇବା ପଛ ରେ କାହାର ରହିଛି ଷୋଡଯନ୍ତ୍ର | କେମିତି ଜାଣିପାରୁନି ପୋଲିସ ଓ ପ୍ରଶାସନିକ ଅଧିକାରୀ | ତେବେ ଏହା ପ୍ରତି ସଠିକ ତଦନ୍ତ କାରି ଦୋଷୀ ଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ କରାଯାଉଛି |

[ad_2]

Leave a Reply

Your email address will not be published. Required fields are marked *

Back to top button