ଦେଶ- ବିଦେଶ

ପାକିସ୍ତାନରୁ ଭାରତ ଫେରିଲେ ଅଞ୍ଜୁ – Sahana Mela

[ad_1]

ନୂଆଦିଲ୍ଲୀ: ୬ ମାସ ପୂର୍ବରୁ ଭାରତ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁ ସ୍ୱଦେଶ ଫେରି ଆସିଛନ୍ତି । ଅଞ୍ଜୁ ବାଘା ବୋର୍ଡର ରାସ୍ତାରେ ଆଜି ଭାରତ ଫେରିଛନ୍ତି । ଅଞ୍ଜୁ ତାଙ୍କ ଫେସବୁକ ବନ୍ଧୁ ନସରୁହ୍ଲାଙ୍କୁ ପାକିସ୍ତାନରେ ନିକାହ କରିଥିଲେ ।

ସୂଚନାଯୋଗ୍ୟ, ଜଣେ ଯୁବକର ପ୍ରେମରେ ପଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁ ସେଠାରୁ ଏକ ଭିଡିଓ ଜାରୀ କରିଥିଲେ । ଉକ୍ତ ଭିଡିଓରେ ସେ ଭାରତ ଫେରିବେ ବୋଲି ସୂଚନା ଦେଇଥିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button