ଅପରାଧ

ଭିଜିଲାନ୍ସ ଜାଲରେ ଫସିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ – Sahana Mela

[ad_1]


ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ ଛକ ନିକଟରେ ଧରିଲା ଭିଜିଲାନ୍ସ।

ସୂଚନା ଅନୁସାରେ ରାଶୋଳ ଗାଁର ଖଗେଶ୍ୱର ବେହେରାଙ୍କ ଜମିରେ ଏକ ଉଠା ଜଳସେଚନ ପଏଣ୍ଟ ଖୋଳିବା ଲାଗି ଆବେଦନ କରିଥିଲେ। ସରଜମୀନ ରିପୋର୍ଟ ଦେବା ଲାଗି ସହକାରୀ ଯନ୍ତ୍ରୀ ଗୁରା ସିଂ ଖଗେଶ୍ୱରଙ୍କ ପୁଅ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରିପଦା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଯନ୍ତ୍ରୀଙ୍କୁ ବାରିପଦା ଭିଜିଲାନ୍ସ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଛି।



[ad_2]

Leave a Reply

Your email address will not be published. Required fields are marked *

Back to top button