ରାଜ୍ୟ
ମା’ଶାରଳାଙ୍କ ହୁଣ୍ଡିରୁ ଚୋରି – Sahana Mela
[ad_1]
ଜଗତସିଂପୁର : ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି I ହୁଣ୍ଡି ଭାଙ୍ଗି ନେଇଗଲେ ଟଙ୍କା I ତେବେ ହୁଣ୍ଡିରୁ ସମୁଦାୟ କେତେ ଟଙ୍କାର ଚୋରି ହୋଇଥିବା ଜଣାପଡି ନଥିଲେ ମଧ୍ୟ ସେଥିରେ ଥିବା ଟଙ୍କାର ୧୫ ରୁ ୨୦% ଚୋରି ହୋଇଥିବା ସନ୍ଦେହ କରାଯାଉଛି। ହୁଣ୍ଡି ନିକଟରେ କଟର ରେଂଚି ପଡିଛି। ପୋଲିସ ଜଗିକି ଅଛି ହୁଣ୍ଡି ବାକ୍ସକୁ ।
ଗତକାଲି ବିଳମ୍ବିତ ରାତିରେ କେହି ଚୋର ମା ଶାରଳାଙ୍କ ହୁଣ୍ଡି ଭାଙ୍ଗି ଚୋର ଟଙ୍କା ନେଇ ଯାଇଥିଲା। ଆଜି ସକାଳେ ଏହି ଘଟଣା ଜଣାପଡିବା ପରେ କନକପୁର ଫାଣ୍ଡି ଓ ତିର୍ତ୍ତୋଲ ଥାନା ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ ସହିତ ତଦନ୍ତ ଆରମ୍ଭ କରିଛି।
[ad_2]