ଖେଳ ଖବର

ବରିଷ୍ଠ ନେତା ଦାମ ରାଉତ ଅସୁସ୍ଥ – Sahana Mela

[ad_1]

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମ ରାଉତ ଅସୁସ୍ଥ । ରାଜଧାନୀର ଏକ ଘରୋଇ ମେଡିକାଲରେ ଚାଲିଛି ତାଙ୍କର ଚିକିତ୍ସା । ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଆଜି ତାଙ୍କ ଜନ୍ମଦିନ ଥିବାବେଳେ ମେଡିକାଲରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ସମର୍ଥକ I ଏକଦା ରାଜ୍ୟ ରାଜନୀତିରେ ସର୍ବଦା ସକ୍ରିୟ ରହୁଥିବା ଶ୍ରୀ ରାଉତ ଗତ କିଛିବର୍ଷ ଧରି ସକ୍ରିୟ ରାଜନୀତିଠାରୁ ଏକପ୍ରକାର ଦୂରେଇ ରହିଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button