ସ୍ୱାସ୍ଥ୍ୟ

ଚୁଟକୀରେ ଦୂର ହେବ ଥଣ୍ଡା, କାଶ – Sahana Mela

[ad_1]


ନୂଆଦିଲ୍ଲୀ : ମୂଳା ହେଉଛି ଏକ ଶୀତ ଦିନିଆ ପରିବା  ।  ଏହି ପରିବାଟି ଖୁବ୍ କମ୍ ଟଙ୍କାରେ ବଜାରରେ ମିଳିଥାଏ। ଯଦି ଆପଣ ଶୀତଦିନେ ବିଭିନ୍ନ ରୋଗ ଏବଂ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି । ତେବେ ପ୍ରତିଦିନ ମୂଳା ଖାଆନ୍ତୁ  । ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପନିପରିବା ଅଟେ। ମୂଳା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରକ୍ତହୀନତାକୁ ଦୂର କରିଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଫସଫରସ୍ ଏବଂ କ୍ୟାଲସିୟମ୍ ଥାଏ।

ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶୀତଦିନେ ମୂଳା ଖାଇବା ଦ୍ୱାରା କାଶ, ଥଣ୍ଡା ଇତ୍ୟାଦି ଆପଣଙ୍କ ପାଖ ମାଡେ ନାହିଁ। ମୂଳା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ। ମଧୁମେହରେ ପୀଡିତ ଲୋକମାନେ ମଧ୍ୟ ମୂଳା ଖାଇବା ଉଚିତ୍ । ଯେଉଁମାନଙ୍କର ଲୋ ବିପି ଅଛି , ସେମାନେ ମୂଳା ଜୁସ୍ ପିଇବା ଉଚିତ୍  । ମୂଳାରେ ଥିବା ସୋଡିୟମ୍ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ମୂଳା ରସ ଆପଣଙ୍କ ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିଥାଏ । ଏହା ଆପଣଙ୍କୁ ଗ୍ୟାସ୍ ଏବଂ ଅମ୍ଳ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।



[ad_2]

Leave a Reply

Your email address will not be published. Required fields are marked *

Back to top button