ଦେଶ- ବିଦେଶ
ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦ ନିଲମ୍ବିତ – Sahana Mela
[ad_1]
ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦଙ୍କୁ ପୁର ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେତାଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବି ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ମାରାନ, ଏ. ରାଜା, ସୌଗତ ରୟ ମଧ୍ୟ ସାମିଲ ଅଛନ୍ତି । ଗୃହରେ ହୋହଲ୍ଲା, ହଟ୍ଟଗୋଳ ପାଇଁ ଏମାନଙ୍କୁ ସସ୍ପେଣ୍ଡ କଲେ ବାଚସ୍ପତି । ସଂସଦମାନେ ସୁରକ୍ଷା ଭଙ୍ଗ ମାମଲାରେ ହଟ୍ଟଗୋଳ କରୁଥିଲେ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪୭ ସାଂସଦ ନିଲମ୍ବିତ ହେଲେଣି ।
[ad_2]