ଦେଶ- ବିଦେଶ

୫ ଆଇପିଏସ୍ ହେଲେ ଆଇଜି – Sahana Mela

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୨୦୦୬ ବ୍ୟାଚର ୫ ଆଇପିଏସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏଥିରେ ଡିଆଇଜି ଅନୁପ ସାହୁଙ୍କ ସମେତ ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଧା ସିଂହ ସାମିଲ ରହିଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button