ଖେଳ ଖବର

କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ଉପରୁ ହଟିଲା ନିଲମ୍ବନ – Sahana Mela

[ad_1]

ଭୁବନେଶ୍ୱର : ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ୱାଳଙ୍କ ଉପରୁ ହଟିଲା ନିଲମ୍ବନ I ଦଳବିରୋଧୀ କାର୍ଯ୍ୟଯୋଗୁଁ ଉଭୟଙ୍କୁ ଦଳରୁ ନିଲମ୍ବନ କରିଥିଲା କଂଗ୍ରେସ I ୨୦୨୨ ଜୁଲାଇ ୧୫ ତାରିଖରେ ଦଳରୁ ନିଲମ୍ବିତ ହୋଇଥିଲେ ଏହି ୨ ନେତା I ତେବେ ପିସିସି ପ୍ରଭାରୀ ଡ଼.ଅଜୟ କୁମାର ଦଳର ନେତୃତ୍ୱ ନେବାପରେ ପ୍ରଥମେ ଦଳକୁ ଫେରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପରିବାର I ସେହିପରି ପୂର୍ବତନ ସଂସଦ ସଞ୍ଜୟ ଭୋଇ ମଧ୍ୟ ଦଳକୁ ଫେରିଥିଲେ I ବର୍ତ୍ତମାନ ୨୦୨୪ ନିର୍ବାଚନ ପୂର୍ବରୁ ଡ଼ଲାର ଦୁଇ ପୁରୁଖା ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛି କଂଗ୍ରେସ I

[ad_2]

Leave a Reply

Your email address will not be published. Required fields are marked *

Back to top button