ଖେଳ ଖବର
ବିଜେଡି ରୁ ଇସ୍ତଫା ଦେଲେ ଅରବିନ୍ଦ ଢାଲି – Sahana Mela

[ad_1]
ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ଅରବିନ୍ଦ ଢାଲି I ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର I ଇସ୍ତଫା ପରେ ଆସନ୍ତା କାଲି ବିଜେପି ରେ ଯୋଗ ଦେଇପାରନ୍ତି ଅରବିନ୍ଦ I ନିଜ ପ୍ରତିକ୍ରିୟା ଦେଇ ଅରବିନ୍ଦ ଢାଲି କହିଛନ୍ତି ଘରବାହୁଡା କରିବି I ୫ ଥର ବିଧାୟକ ହୋଇଥିଲେ ଅରବିନ୍ଦ ଢାଲି I ସେ ବିଜେପିରୁ ୩ ଥର ଏବଂ ବିଜେଡିରୁ ୨ ଥର ବିଧାୟକ ପାଦରେ ରହିଥିଲେ I ୨୦୧୯ ରୁ ସେ ଜୟଦେବ ବିଧାୟକ ଅଛନ୍ତି I
[ad_2]