ଖେଳ ଖବର

ଅପରାହ୍ନରେ ବିଜେଡିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ – Sahana Mela

[ad_1]

ଭୁବନେଶ୍ୱର : ବିଜେଡିର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡାକରା I ଆଜି ଅପରାହ୍ନରେ ନବୀନ ନିବାସରେ ବୈଠକ ବସିବ I ଅପରାହ୍ନ ୩.୩୦ ମିନିଟରେ ନବୀନ ନିବାସରେ ବୈଠକ ବସିବା ନେଇ ସୂଚନା ମିଳିଛି I ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଯାଇଛି I ୨୦୨୪ ସାଧାରଣ ନିର୍ବାଚନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳୁଛି I ତେବେ ନବୀନ ନିବାସରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି ।

ଅନ୍ୟପଟେ ଆଜି ଭାଜପା ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍‌ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ସଂଧ୍ୟା ୫ଟା ବେଳେ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ଗୁରୁତ୍ୱପୂଣ୍ଣର୍ର୍ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେନେଇ ଆଲୋଚନା ହେବ ।

[ad_2]

Leave a Reply

Your email address will not be published. Required fields are marked *

Back to top button