ରାଜନୀତି

ବିଜେପିରେ ଯୋଗ ଦେଲେ ରମେଶ ସାଏ, ଗତକାଲି ଛାଡିଥିଲେ ବିଜେଡ଼ି – Sahana Mela

[ad_1]


ଅନୁଗୁଳ: ଆଠମଲ୍ଲିକ ବିଧାୟକ ରମେଶ ସାଏ ଦଳ ଛାଡ଼ିଛନ୍ତି । ଗତକାଲି ଦଳ ଛାଡିବା ପରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି । ଆଜି କତଡା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଉ ତାଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁସାରେ ପ୍ରଶାସନିକ ସେବାରୁ ରାଜନେତା ହୋଇଥିବା ରମେଶ ସାଏ ଗତ ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ । ତେବେ ତାଙ୍କ କାର୍ଯ୍ୟକଳାପରେ ସ୍ଥାନୀୟ ଲୋକ ସନ୍ତୁଷ୍ଟ ନଥିବାରୁ ଦଳ ତାଙ୍କୁ ଚଳିତ ଟିକେଟ ନଦେଇ ନଳିନୀ ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ବିଜେଡିରୁ ଟିକେଟ ନପାଇବା ପରେ ସେ ଗତକାଲି ବିଜେଡି ଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି ।

 



[ad_2]

Leave a Reply

Your email address will not be published. Required fields are marked *

Back to top button