ଦେଶ- ବିଦେଶ

ଶୁଭମନ ଗିଲ ୯୯ ପ୍ରତିଶତ ଫିଟ୍‌ – Sahana Mela

[ad_1]

ନୂଆଦିଲ୍ଲୀ: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ପ୍ରେସ କନଫ୍ରେନ୍ସ କରି ଓପନର ଶୁଭମନ ଗିଲଙ୍କ ଫିଟନେସ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଶୁଭମନ ମ୍ୟାଚ ଖେଳିବା ପାଇଁ ୯୯ ପ୍ରତିଶତ ଫିଟ୍ ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । କାଲି ଭାରତ-ପାକିସ୍ତାନ ପରସ୍ପରକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭେଟିବ ।

ସୂଚନାଯୋଗ୍ୟ, ୱାର୍ଲ୍ଡକପ ଆରମ୍ଭ ହେବା ପୂର୍ବରୁ ଶୁଭମନ ଗିଲ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ । ସେଥିପାଇଁ ଶୁଭମନ ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିରୋଧୀ ମ୍ୟାଚ ଖେଳି ପାରିନଥିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button