ଦେଶ- ବିଦେଶ

ସ୍ତ୍ରୀ ବୋଲକରା ହୋଇଥାନ୍ତି ଏହି 4 ଟି ନାମର ପୁରୁଷ, ସ୍ତ୍ରୀ ଙ୍କ କଥାରେ କିଛି ବି କରି ପାରନ୍ତି ଏମାନେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମରେ ବିବାହ କୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରା ଯାଇଛି। ବିବାହ ହେଉଛି ଏଭଳି ଏକ ବନ୍ଧନ, ଯେଉଁ ବନ୍ଧନରେ ପତି ଓ ପତ୍ନୀ ସର୍ବଦା ବାନ୍ଧି ହୋଇ ଏକାଠି ରୁହନ୍ତି। ବିବାହ ପରେ ଜଣେ ଝିଅ ର ସବୁକିଛି ତା’ର ପତି ଏବଂ ପତି ଙ୍କ ପରିବାର ହୋଇଥାଏ। କିଛି ଝିଅ ଙ୍କ ଏହା ଅଭିମାନ ରହିଥାଏ ଯେ, ତାଙ୍କ ପତି ତାଙ୍କର କୌଣସି କଥା କୁ ଗୁରୁତ୍ୱ ଦିଅନ୍ତି ନାହିଁ ଅଥବା ତାଙ୍କ ନିୟନ୍ତ୍ରଣ ରେ ରୁହନ୍ତି ନାହିଁ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ନାମ ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପତ୍ନୀ ଙ୍କ ସମସ୍ତ କଥାକୁ ମାନିଥାନ୍ତି ଏବଂ ପତ୍ନୀ ଙ୍କ ନିୟନ୍ତ୍ରଣ ରେ ରୁହନ୍ତି। ତେବେ ଆସନ୍ତୁ ସେହି ନାମ ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘K’। ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି।କିନ୍ତୁ ବିବାହ ପରେ ତାଙ୍କର ଏହି ସ୍ୱଭାବ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଥାଏ। ଏହି ନାମର ପୁରୁଷ ମାନେ ଅନ୍ୟ କାହା ସହିତ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ। ବିବାହ ପରେ ଏମାନେ ନିଜ ପତ୍ନୀ ଙ୍କ ନିମନ୍ତେ ନିଜର ସବୁ ଅଭ୍ୟାସ ବଦଳାଇ ଦିଅନ୍ତି। ଏମାନେ ସର୍ବଦା ନିଜ ପତ୍ନୀ ଙ୍କୁ ଖୁସି ରଖିବା ନିମନ୍ତେ ଚେଷ୍ଟା କରନ୍ତି। ଏହି ନାମର ପୁରୁଷ ମାନଙ୍କୁ ଯେଉଁ ମହିଳା ବିବାହ କରିଥାଏ ତା’ର ଭାଗ୍ୟ ଚମକି ଉଠିଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘A’ ଏହି ନାମର ପୁରୁଷ ମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି। ଏମାନେ ସର୍ବଦା ନିଜ ପତ୍ନୀ ଙ୍କ ଯତ୍ନ ନେଇଥାନ୍ତି। ଏହି ନାମର ପୁରୁଷ ମାନେ ଚାହାନ୍ତି ଯେ, ତାଙ୍କ ପତ୍ନୀ ସବୁବେଳେ ଖୁସି ରେ ରୁହନ୍ତୁ ଏବଂ ଏହି କାରଣରୁ ଏମାନେ ନିଜ ପତ୍ନୀ ଙ୍କ ସମସ୍ତ କଥା ମାନିଥାନ୍ତି। ଏମାନଙ୍କ ପତ୍ନୀ ଦୁଃଖିତ ହେଲେ ଏମାନେ ଆଦୋୖ ସହ୍ୟ କରି ପାରନ୍ତି ନାହିଁ।

 

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘R’। ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ ଙ୍କ ଖୁସି ପାଇଁ ସବୁ ପ୍ରକାର ପ୍ରୟାସ କରିଥାନ୍ତି ଏବଂ ତାଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ। ଏହି ନାମର ପୁରୁଷ ମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ନିୟନ୍ତ୍ରଣ ରେ ରହିବା ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *

Back to top button