ଦେଶ- ବିଦେଶ

– ବହୁତ ହିଁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି 4 ଟି ନାମର ସ୍ତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,କୌଣସି ବ୍ୟକ୍ତି ର ରାଶି ଦ୍ବାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ଅଥବା ନୁହେଁ ତାହା ମଧ୍ୟ ବ୍ୟକ୍ତି ର ରାଶି ମାଧ୍ୟମରେ ଜଣା ପଡ଼ିଥାଏ । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ଯେତେ ମାତ୍ରା ରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେତେ ମାତ୍ରା ରେ ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ମହତ୍ତ୍ୱ ପୂର୍ଣ ହୋଇଥାଏ ।

କୌଣସି ବ୍ୟକ୍ତି ର ଆଚାର,ବିଚାର,ବ୍ୟବହାର, ଗୁଣ ଆଦି ତା’ର ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀଵନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ । ତେବେ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ସାଥି ଙ୍କ ସ୍ୱଭାବ ମଧ୍ୟ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ବିବାହ ପରେ ନିଜ ପତି ଙ୍କ ପ୍ରତି ବହୁତ ରୋମାଣ୍ଟିକ ହୋଇଥାନ୍ତି । । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

 

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ଝିଅ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ନାମର ଝିଅ ମାନେ ନିଜ ଜୀବନସାଥୀ ଙ୍କ ସହିତ ବହୁତ ଇମାନ୍ଦାର ଥାଆନ୍ତି । ଏମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହି ଝିଅ ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ନିଜ ଜୀବନସାଥୀ ଙ୍କ ସାମ୍ନାରେ ଭଲ ପାଇବା ପ୍ରକାଶ କରିବାରେ କେବେବି ବିଳମ୍ବ କରନ୍ତି ନାହିଁ ।

 

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘J’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସର୍ବଦା ନିଜ ହୃଦୟ ରୁ ବିଚାର କରିଥାନ୍ତି । ଏହି ଝିଅ ମାନଙ୍କ ପାଇଁ ଭଲ ପାଇବା ହିଁ ସବୁକିଛି ହୋଇଥାଏ । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ଏହି ଝିଅ ମାନଙ୍କ ସମ୍ପର୍କ ନିଜ ଜୀବନସାଥୀ ଙ୍କ ସହିତ ଅତ୍ୟନ୍ତ ଘନିଷ୍ଠ ହୋଇଥାଏ ।

Leave a Reply

Your email address will not be published. Required fields are marked *

Back to top button