ସକାଳୁ ଉଠିବା ମାତ୍ରେ ଦେଖି ନିଅନ୍ତୁ ମହିଳାଙ୍କର ଏହି ୧ ଜିନିଷ, ବିନା ପୂଜା ପାଠରେ ହେଇଯିବେ ମାଲାମାଲ-

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ସେ ନିଜ ନୀତି ଗ୍ରନ୍ଥରେ ମଣିଷ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବା ପାଇଁ କିଛି ବିଶେଷ କଥା ଗୁଡିକର ଉଲ୍ଲେଖ କରିଛନ୍ତି । ଯଦି ମଣିଷ ଚାଣକ୍ୟଙ୍କ ନୀତି ଗୁଡିକୁ ମାନି ଚାଲିବ ତା ହେଲେ ତାକୁ ନିଜ ଜୀବନରେ କୌଣସି ସମସ୍ୟା ହେବ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଆନ ଇଛା କରିଥାନ୍ତି ।
ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ସ୍ତ୍ରୀ ମାନଙ୍କ ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ମାନଙ୍କୁ ହିନ୍ଦୁଧର୍ମରେ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । କାରଣ ଗୋଟେ ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରିବ । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ମଣିଷକୁ ସଖାଳେ ସ୍ତ୍ରୀର ଏକ ଅଙ୍ଗକୁ ସ୍ପର୍ଶ କରିବା ଉଚିତ । ଏହା କରିବା ଦ୍ଵାରା ମଣିଷର ଭାଗ୍ୟ ବଦଳିଯିବ ।
ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ସ୍ତ୍ରୀ ମାନଙ୍କ ପାଇଁ କିଛି ଖାସ କଥାର ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ମାନେ ସର୍ବଦା ଏହି ତିନୋଟି କଥାକୁ ଧ୍ୟାନ ଦେବା ଉଚିତ ନଚେତ ସେମାନଙ୍କ ଘର ବରବାଦ ହୋଇପାରେ । ଆଜିଆମେ ଆପଣ ମାନଙ୍କୁ ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଅହଂକାର- ବନ୍ଧୁଗଣ ଅହଂକାର ହେଉଛି ବ୍ୟକ୍ତିର ସବୁଠାରୁ ବଡ ଶତ୍ରୁ । ଚାଣକ୍ୟଙ୍କ ମତରେ ସମସ୍ତ ସ୍ତ୍ରୀ ମାନଙ୍କୁ ଅହଂକାର କରିବା ଉଚିତ ନୁହେଁ । ଅହଂକାର କରିବା ଦ୍ଵାରା ସ୍ତ୍ରୀ ନିଜ ଘରର ସୁଖ ସମୃଦ୍ଧିକୁ ଦୂର କରିଥାଏ । ଅହଂକାର କରିବା ଦ୍ଵାରା ପରିବାରର କଳହ ଆଦି ଲାଗି ରହିଥାଏ ଓ ପରିବାରକୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ସ୍ତ୍ରୀ ମାନଙ୍କୁ ଅହଂକାର କରିବା ଉଚିତ ନୁହେଁ ।
ଅଜ୍ଞାତା- ବନ୍ଧୁଗଣ ଚାଣକ୍ୟଙ୍କ ମତରେ ସମସ୍ତ ସ୍ତ୍ରୀଙ୍କୁ ଜ୍ଞାନୀ ହେବା ଉଚିତ । ଅଜ୍ଞାତା ସ୍ତ୍ରୀ ମାନଙ୍କ ପାଇଁ ବହୁତ ସମସ୍ୟା ନେଇ ଆସିଥାଏ । ଶିକ୍ଷିତ ଓ ଜ୍ଞାନୀ ସ୍ତ୍ରୀ ମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ଘରକୁ ସ୍ଵର୍ଗ କରିଥାନ୍ତି । ଅଜ୍ଞାତା ସ୍ତ୍ରୀ ମାନଙ୍କ ପାଇଁ ଘରେ କେବେହେଲେ ସୁଖ ସମୃଦ୍ଧିର ବୃଦ୍ଧି ହୋଇପାରେ ନାହିଁ । ତେଣୁ ବନ୍ଧୁଗଣ ସମସ୍ତ ସ୍ତ୍ରୀ ମାନଙ୍କୁ ଶିକ୍ଷିତ ଓ ଜ୍ଞାନୀ ହେବା ଉଚିତ ।