ରାଜ୍ୟ
ଛାତ୍ରୀକୁ ଅସଦାଚରଣ କରି ଜେଲ ଗଲେ କମ୍ପ୍ୟୁଟର ଶିକ୍ଷକ – Sahana Mela

[ad_1]
ମୟୁରଭଞ୍ଜ : ଛାତ୍ରୀକୁ ଅସଦାଚରଣ କରିଲେ କମ୍ପ୍ୟୁଟର ଶିକ୍ଷକ l ଅସଦାଚରଣ କରି ଗିରଫ ହେଲେ କମ୍ପ୍ୟୁଟର ଶିକ୍ଷକ l ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ l
ସୂଚନାନୁସାରେ , ଜଣେ ଛାତ୍ରୀକୁ ଅସଦାଚରଣ କରି ଗିରଫ ହୋଇ ଜେଲ କୁ ଗଲେ କମ୍ପ୍ୟୁଟର ଶିକ୍ଷକ । ଗତକାଲି କରଞ୍ଜିଆ ସ୍ଥିତ କଳିଙ୍ଗ ବିକାଶ କମ୍ପ୍ୟୁଟର ସେଣ୍ଟରର ଶିକ୍ଷକ ତଥା ମାଲିକ ନିଯୁକ୍ତ ସ୍ୱାଇଁ ଜୈନେକ ଛାତ୍ରୀକୁ ଅସାଦଚରଣ କରିଥିବା ନିଜେ ପୀଡିତା ଛାତ୍ରୀ କରଞ୍ଜିଆ ଥାନା ରେ ଅଭିଯୋଗ କରିଥିଲେ । ଛାତ୍ରୀ ର ଅଭିଯୋଗ କୁ ଭିତ୍ତି କରି ଥାନା ଆଇ ଆଇ ସି ସୂଚନ୍ଦ୍ର ମହାଳିକ କେଶ ନମ୍ବର ୩୦୨ /୨୩ ଦଫା ୩୫୪ /୩୬୪ /୫୦୬ / ୫୦୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନିଯୁକ୍ତ ସ୍ୱାଇଁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।କରଞ୍ଜିଆ ଏନ ଏ ସି ଛକ ଠାରେ ଥିବା କୋମ୍ପୁଟର ଟ୍ରେନିଂ ସେଣ୍ଟରରେ ଏଭଳି ଘଟଣା ଦେଇକହିବାସକୁ ମିଳିଛି l
[ad_2]