ରାଜ୍ୟ

ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ଅଧିପ କୁମାର ଦାସଙ୍କ ପରଲୋକ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ଅଧିପ କୁମାର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।  ରାତି ୨ଟା ବେଳେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।  ବାଲେଶ୍ଵର ଜିଲ୍ଲା କ୍ରୀଡା ସଂଘର ସେ ୧୯୭୮ ମସିହାରୁ ସଭାପତି , କାର୍ଯ୍ୟକାରୀ ସଭାପତି ଓ ସଂପାଦକ ଭାବରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ

Leave a Reply

Your email address will not be published. Required fields are marked *

Back to top button