ରାଜ୍ୟ

ଚୋରା ଗୋ ଚାଲାଣ ବେଳେ ପୋଲିସ ରେଡ୍ – Sahana Mela

[ad_1]

ମୟୂରଭଞ୍ଜ : ଗୋଚାଲାଣକୁ କମାଇବାକୁ ସରକାର ବହୁ ଚେଷ୍ଟା କରୁଥିବାବେଳେ ହେଲେ ବି ଗୂ ଚାଲାଣ କମିବାର ନାଁ ବେଉନାହିଁ l କିନ୍ତୁ ଆଜି ପୁଣି ଏକ ଗୋରୁ ବୋଝେଇ ଟ୍ରକ କୁ ଜବତ କରିଛି ପୋଲିସ l
ସୂଚନାନୁସାରେ , ଆଜି ଏକ ଗୋରୁ ଭର୍ତ୍ତି ଟ୍ରକ୍ ପୋଲିସ ଜବତ କରିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକରେ ଚୋରା ଗୋ ଚାଲାଣ ବେଳେ ପୋଲିସ ରେଡ୍ କରିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିବା ବେଳେ, ସେଥିରୁ ୬୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଗୋଶାଳାକୁ ହସ୍ତାନ୍ତର କରାଯିବାସହ ଟ୍ରକ ଟିକୁ ପୋଲିସ ଜବତ କରିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button