ରାଜ୍ୟ

ପାଇଖାନା ଟାଙ୍କିରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ୪ଦିନ ହେବ ନିଖୋଜ ଥିଲେ

ବେଗୁନିଆ : ପାଇଖାନା ଟାଙ୍କିରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଶିମୋର ଗାଁର ଶତ୍ରୁଘନ ବେହେରା । ଶତ୍ରୁଘନ ୪ଦିନ ହେବ ନିଖୋଜ ଥିଲେ। ପରିବାର ଲୋକ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ । ଗାଁର ଜଣେ ବ୍ୟକ୍ତିଙ୍କ ବାରିତଳେ ଦୁର୍ଗନ୍ଧ ହୋଇଥିଲା । ପାଇଖାନା ଟାଙ୍କି ରୁ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button