ଦେଶ- ବିଦେଶ
ଇରାନ ରାଷ୍ଟ୍ରପତିଙ୍କୁ ଫୋନ କଲେ ମୋଦୀ – Sahana Mela
[ad_1]
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ଅବସରରେ ଉଭୟ ନେତା ଚିନ୍ତା କମ୍ କରିବା, ମାନବୀୟ ସହାୟତା ଜାରି ରଖିବା ଓ ଶାନ୍ତି ଫେରାଇବା ଉପରେ ଜୋର ଦେଇଥିଲେ । ଏନେଇ ନିଜେ ମୋଦୀ ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଏହାପୂର୍ବରୁ ଫୋନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ, ନେତନ୍ୟାହୁ ଓ ଫିଲିସ୍ତୀନ ପ୍ରାଧୀକରଣର ରାଷ୍ଟ୍ରପତି ମହମ୍ମୁଦ ଅବାସଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
[ad_2]