ରାଜ୍ୟ

ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ – Sahana Mela

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭା ଉପବାଚସ୍ପତି ନିର୍ବାଚନ ନଭେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବ । ଏହି ପ୍ରକ୍ରିୟା ସକାଳ ୯ଟା ୩୦ରେ ହେବ ବୋଲି ଜଣାପଡ଼ିଛି । ଏନେଇ ବିଧାନସଭା ସଚିବ ଗୃହର ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଛନ୍ତି । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା ।

[ad_2]

Leave a Reply

Your email address will not be published. Required fields are marked *

Back to top button