ମନୋରଞ୍ଜନ
ପ୍ରଦୂଷଣ ପାଇଁ କନସର୍ଟ ସ୍ଥଗିତ ରଖିଲେ ହାର୍ଡି – Sahana Mela

[ad_1]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ଭାବେ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ସୁପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ହାର୍ଡି ସନ୍ଧୁ ଗୁରୁଗ୍ରାମରେ ହେବାକୁ ଥିବା ତାଙ୍କ କନସର୍ଟକୁ ସ୍ଥଗିତ ରଖିଛନ୍ତି । ନଭେମ୍ବର ୧୮ରେ ହାର୍ଡିଙ୍କ କନସର୍ଟ ହେବାର ଥିଲା । ଏଥିଲାଗି ପ୍ରସ୍ତୁତି ମଧ୍ୟ ସରିଥିଲା ।
କନସର୍ଟ ସ୍ଥଗିତ ରଖିବା ପରେ ହାର୍ଡି ସନ୍ଧୁ କହିଛନ୍ତି ଯେ, ଫ୍ୟାନଙ୍କ ସୁରକ୍ଷା ମୋର ସର୍ବୋଚ୍ଚ ପ୍ରାଥମିକତା । ଆୟୋଜକ ଖୁବଶୀଘ୍ର ଗୁରଗ୍ରାମ କନସର୍ଟର ନୂଅ।। ତାରିଖ ଘୋଷଣା କରିବେ ।
[ad_2]