ଦେଶ- ବିଦେଶ

ମ୍ୟାଚ ପୂର୍ବରୁ ଏୟାର ଶୋ’ – Sahana Mela

[ad_1]

ନୂଆଦିଲ୍ଲୀ:ୱାର୍ଲ୍ଡକପର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ୧୯ ତାରିଖରେ ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ ପୂର୍ବରୁ ଏୟାର ଶୋ’ର ଆୟୋଜନ ହେବ । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ପାଖାପାଖି ୧୦ ମିନିଟ୍ ଏୟାର ଶୋ’ କରିବ । ଏଥିଲାଗି ଅଭ୍ୟାସ ମଧ୍ୟ କରାଯିବ ।

ଫାଇନାଲ ମ୍ୟାଚକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବିଭିନ୍ନ ପ୍ରକାର ଲାଇଟରେ ସଜା ଯାଇଛି । ଲାଇଟ୍ସ ସହ ସମଗ୍ର ଷ୍ଟାଡିୟମର ସ୍ଥାନେ ସ୍ଥାନେ ସ୍ପିକର ଲାଗିବ, କମେଣ୍ଟ୍ରି ସହ ଏଥିରେ ଗୀତ ମଧ୍ୟ ବାଜିବ । ଷ୍ଟାଡିୟମରେ ୧ଲକ୍ଷ ୩୨ ହଜାର ଦର୍ଶକଙ୍କ ବସିବାର କ୍ଷମତା ଥିଲେ ମଧ୍ୟ ପ୍ରବଳ ଭିଡ଼ ଜମିବ ।

[ad_2]

Leave a Reply

Your email address will not be published. Required fields are marked *

Back to top button