ରାଜ୍ୟ
ରେଳବାଇ ପକ୍ଷରୁ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା – Sahana Mela

[ad_1]
ଅର୍ଗସ ବ୍ୟୁରୋ: 08032/08031 ଭଦ୍ରକ – ବାଲେଶ୍ୱର – ଭଦ୍ରକ ମେମୁ ଚଳିତ ମାସ 23ରୁ 30 ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ। ଟ୍ରେନ ଟ୍ରାକ ମରାମତି ଯୋଗୁ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି।
ବାଲେଶ୍ୱର – ଭଦ୍ରକ ରେଳ ସେକ୍ସନ ଅନ୍ତର୍ଗତ ସୋରୋ – ବାହାନଗା ବଜାର ଷ୍ଟେସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ ଜନିତ ଟ୍ରାଫିକ ବ୍ଲକ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି।
[ad_2]