ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି : ଜଳଖିଆଠୁ ରାତ୍ରି ଭୋଜନ ସବୁଥିରେ ସାମିଲ କରନ୍ତୁ.. – Sahana Mela

[ad_1]


ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଲୋକ ଅଧିକାଂଶ ସମୟରେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହା ଏପରି ଏକ ପରିବା , ଯାହା ସମସ୍ତଙ୍କ ପ୍ରିୟ । ପଲୋଉ,ମଞ୍ଚୁରିଆନ୍‌‌ , ଉପମା ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଆମେ ଫୁଲକୋବିକୁ ବ୍ୟବହାର କରୁ  । ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ଫୁଲକୋବିକୁ ଆମେ ଖାଦ୍ୟରେ ସାମିଲ କରିଥାଉ  । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଆମ ଶରୀର ପାଇଁ କେତେ ଉପଯୋଗୀ  ।

ଫୁଲକୋବିରେ ସାଧାରଣତଃ ଫାଇବର,ଭିଟାମିନ୍‌‌ କେ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ପାଚନ ତନ୍ତ୍ର ସଠିକ୍‌‌ ଭାବେ କାର୍ଯ୍ୟ କରିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଯନ୍ତ୍ରଣା,ବଦହଜମି ଆଦିକୁ ମଧ୍ୟ ଦୂର କରିଥାଏ। ଆହୁରି ମଧ୍ୟ ଏହା ହାର୍ଟକୁ ସୁସ୍ଥ ରଖେ  । ଓଜନ ହ୍ରାସ କରେ , କର୍କଟ ରୋଗ ଆଶଙ୍କାକୁ କମ୍ କରେ , ଏବଂ ଏହା ଆମ ଆଖି ପାଇଁ ବି ଉପକାରୀ  ।



[ad_2]

Leave a Reply

Your email address will not be published. Required fields are marked *

Back to top button