ରାଜ୍ୟ

ଅଭିଯାନ ୨୦୨୪ – Sahana Mela

[ad_1]

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଭିଯାନ ୨୦୨୪।  ଆଜି କଟକ ଜିଲ୍ଲା ର ଜଗତପୁର ଇମାମନଗର ସ୍ଥିତ ଭାରତୀୟ ଜନତା ପାଟି ଅଫିସ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମାହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ଯୋଗଦେଇଥିଲେ କଟକ ଜିଲ୍ଲା ର ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ମହୋଦୟ ।

କିପରି ଆଗାମୀ ୨୦୨୪ ନିର୍ବାଚନ ଲଢାହେବ ସେଥିପାଇଁ ଭାରତୀୟ ଜନତା ପାଟି ର ସମସ୍ତ ପଦାଧୀକାରୀ ଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ।ଏହି ବୈଠକ ରେ ଭାରତୀୟ ଜନତା ପାଟି ର କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ମହୋଦୟ ଓ ମହିଳା ମୋରଚା ର ସଭାନେତ୍ରୀ ଯାଜ୍ଞସେନୀ ଜେନା |

ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମାହାନ୍ତି, ସୋସିଆଲ ମିଡିଆ ସଂଯୋଜକ ଭାନୁପ୍ରକାଶ ଦାଶ,ବିଜୟ ଦଳବେହେରା,ଦୀଲ୍ଲିପ ମଲ୍ଲିକ,ସୁଧାଶୁଂ ମୋହନ ପାଢୀ,ଓ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ ।ଆଗକୁ କିପରି ସଂଗଠନ ଆହୁରି ମଜଭୁତ ହୋଇ ୨୦୨୪ ନିର୍ବାଚନ ଲଢିବ ସେଥିପ୍ରତି ସମସ୍ତ ନେତୃମଣ୍ଡଳୀ ଆଲୋକପାତ କରିଥିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button