ରାଜ୍ୟ

ନଳୀକୁମ୍ପା ଜଙ୍ଗଲରେ ପୋଲିସ – ମାଓବାଦୀ ଗୁଳି ବିନିମୟ – Sahana Mela

[ad_1]

ବୌଦ୍ଧ : ପୁଣି ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ଏହି ଗୁଳି ବିନିମୟ ଘଟିଛି । ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏପରି ଘଟିଥିବା କୁହାଯାଉଛି । ପ୍ରାୟ ଏକ ଘଣ୍ଟା ଧରି ଏହି ଗୁଳିବିନିମୟ ଚାଲିଥିଲା I ଏଥିରେ ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ ପାଇଛି । ଘଟଣାସ୍ଥଳରୁ ପାଖାପାଖି ୨୫ରୁ ୩୦ ମାଓବାଦ ଛତ୍ରଭଙ୍ଗ ଦେଇଛନ୍ତି । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ଲ୍ୟାଣ୍ଡମାଇନ, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଲୁଚିଥିବାନେଇ ପୋଲିସକୁ ପୂର୍ବରୁ ସୂଚନାମିଳିଥିଲା I

[ad_2]

Leave a Reply

Your email address will not be published. Required fields are marked *

Back to top button