ଦେଶ- ବିଦେଶ

ରାଜସ୍ଥାନରେ ବି ୨ ଉପମୁଖ୍ୟମନ୍ତ୍ରୀ – Sahana Mela

[ad_1]

ରାଜସ୍ଥାନ: ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସେମାନେ ହେଲେ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା । ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ରାଜନାଥ ସିଂହ ଘୋଷଣା କରିଛନ୍ତି । ଏହାସହ ବାସୁଦେବ ଦେବନାନୀ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ ବୋଲି ସୂଚନା ମିଳିଛି ।

[ad_2]

Leave a Reply

Your email address will not be published. Required fields are marked *

Back to top button