ରାଜ୍ୟ
କୋରାପୁଟ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍,ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ – Sahana Mela

[ad_1]
କୋରାପୁଟ : ଆଜିଠାରୁ କୋରାପୁଟରେ ଗଡିବ ଲକ୍ଷ୍ମୀ ବସ Iଇ ର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିନିମନ୍ତେ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି ପର୍ବ I କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ଲକ୍ଷ୍ମୀ ବସ ଗଡ଼ିବ । ଏହାଦ୍ୱାରା ଗ୍ରାମାଞ୍ଚଳର କର୍ମଜୀବୀ, ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ଉପକୃତ ହେବେ । ଉଦଘାଟନ କାର୍ଯ୍ୟକ୍ରମରେ ପରିବହନମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପରିବହନ ପ୍ରମୁଖ ସଚିବ ଉଷା ପାଢ଼ୀ ଯୋଗ ଦେବେ I
[ad_2]