ଦେଶ- ବିଦେଶ

ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ କିପରି ରହିବ ପାଣିପାଗ, ପଢନ୍ତୁ ପୂରା ରିପୋର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଭିଜିବିଲିଟି ୧୦୦ ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ଅଯୋଧ୍ୟାରେ ୧୫ ରୁ ୧୭ ଡିଗ୍ରୀ ତାପମାତ୍ରା ମଧ୍ୟରେ ରହିବ। ସେହିପରି ସର୍ବନିମ୍ନ ତାପମାତ୍ରା ୬ ରୁ ୮ ଡିଗ୍ରୀ ମଧ୍ୟରେ ରହିବ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟରେ ଦ୍ୱିପ୍ରହର ପ୍ରାୟ ୧୨ଟା ସମୟରେ ସହରରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏହି ଦିନ ଅଯୋଧ୍ୟାରେ କୋଲ୍ଡ ଡେ କଣ୍ଡିସନ ସ୍ଥିତି ଦେଖାଦେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି।




[ad_2]

Leave a Reply

Your email address will not be published. Required fields are marked *

Back to top button