ଦେଶ- ବିଦେଶ

ବିହାର ରାଜନୀତି: ଯେଉଁଦିନ ଇସ୍ତଫା ସେହିଦିନ ଶପଥ ଗ୍ରହଣ – Sahana Mela

[ad_1]


ପାଟନା: ବିହାର ରାଜନୀତି କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନୀତୀଶ କୁମାର ରବିବାର ଦିନ ୧୦ଟା ବେଳେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି। ଆଉ ଅପରାହ୍ନ ୪ଟା ସମୟରେ ଏନଡିଏ ତରଫରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେବଳ ନୀତୀଶ ବୋଳି ପକାଉଥିଲା ବୋଲି ନୁହଁନ୍ତି, ପୂର୍ବ ସର୍ତ୍ତ ଅନୁସାରେ ବିହାରର ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ବିଜେପି ନେତା ହେବା ଏକ ପ୍ରକାରର ସ୍ପଷ୍ଟ।

ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ନୀତୀଶ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ। ରାଜନୀତିର ନୀତୀଶଙ୍କ ଦଳ ବଦଳ ନୀତି ପୁଣି ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ଯ ତାଙ୍କର ଏହି ଦଳ ଡିଆଁ ରଣନୀତି ବିଷୟରେ ସମସ୍ତଙ୍କୁ ଜଣା ଅଛି। ବର୍ତ୍ତମାନ ବି ସମାନ ପନ୍ଥାକୁ ଆପଣେଇଛନ୍ତି ନୀତୀଶ।

କାଲି ଛୁଟି ଦିନରେ ବିହାର ସଚିବାଳୟ ଖୋଲା ରହିବ ।




[ad_2]

Leave a Reply

Your email address will not be published. Required fields are marked *

Back to top button