ଅପରାଧ

କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ – Sahana Mela

[ad_1]


ରାୟଗଡା: ମୁନିଗୁଡା ରେଞ୍ଜ ବଡକାନ୍ଦୁଲପଡା ଗ୍ରାମ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବନ ବିଭାଗ। ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜରଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ ମୁନିଗୁଡା ରେଞ୍ଜର ମୁନିଗୁଡା ଓ ଫୁଲବାଣୀ ସୀମାନ୍ତ କାନଦୁଲପଡା ଗାମରେ ଚଢାଉ କରିଥିଲା।

ଚଢଉ ବେଲେ ଏକ କଲରାପତ୍ରିଆ ବାଘର ଛାଲ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ଜଣେ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ। ଗିରଫ ଜଣକ କିତାନା ଆନ୍ଧିକିଆ ବୋଲି ଜଣାପଡିଛି। ଅନ୍ୟଜଣେ ସହଯୋଗୀ ସୁମନ୍ତ ସିକକା ଫେରାର ଥିବା ଜଣାପଡିଛି। ଏନେଇ ବନ ଭିଭାଗ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button