ମନୋରଞ୍ଜନ

ଶ୍ରେଣୀରେ ଲୁଚାଇ ଖାଇବା ପ୍ରତିଯୋଗିତା

ସ୍କୁଲ୍‌ରେ ପଢ଼ିବା ସମୟରେ ଶ୍ରେଣୀ ଭିତରେ ଶିକ୍ଷକଙ୍କ ନଜରରୁ ଲୁଚାଇ ପାଟିରେ ବିଭିନ୍ନ ମୁଖରୋଚକ ପକାଇବାର ଅଭିଜ୍ଞତା ପ୍ରାୟ ସମସ୍ତଙ୍କର ଥିବ। ଶିକ୍ଷକଙ୍କ ହାତରେ ଧରା ପଡ଼ିବାର ଭୟ ଭିତରେ ଖାଇବା ସତେ ଯେମିତି ଏକ ଦୁଃସାହସିକ କ୍ରୀଡ଼ା ପାଲଟିଯାଏ। ନିକଟରେ ଚୀନ୍‌ର ଏକ ମଲ୍‌ରେ ଏହାକୁ ଏକ ବାସ୍ତବିକ କ୍ରୀଡ଼ାର ରୂପ ଦେବାର ଦେଖାଯାଇଥିଲା, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ନିଙ୍ଗବୋ ସହରର ଏକ ସପିଂ ମଲ୍‌ରେ ଏହି ମଜାଳିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେଥିରେ ୨,୦୦୦ରୁ ଅଂଶଗ୍ରହଣକାରୀ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button