ଦେଶ- ବିଦେଶ
ଉତ୍ତରପ୍ରଦେଶ ଅଲ୍ଲିଗଡ ଓ୍ବେରହାଉସରେ ବିସ୍ଫୋରଣ : ଦୁଇ ମୃତ , କାରଣ ଅସ୍ପଷ୍ଟ – Sahana Mela

[ad_1]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଏକ ଓ୍ବେରହାଉସ୍ ରେ ବିସ୍ଫୋରଣ ଘଟିଛି । ସିଦ୍ଧାର୍ଥନଗର ଜିଲ୍ଲା ଅଲ୍ଲିଗଡ ସହରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି । ଘଟଣାରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
[ad_2]