ଦେଶ- ବିଦେଶ

ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇର ବଡ ପଦକ୍ଷେପ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ – Sahana Mela

[ad_1]


ମୁମ୍ବାଇ : ଦିଲ୍ଲୀ , ମୁମ୍ବାଇ ମ୍ୟାଚରେ ଫୁଟିବନି ବାଣ  । ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ବିସିସିଆଇ ଏହି ପଦକ୍ଷେପ ନେଇଛି । ମୁମ୍ବାଇ ଓ ଦିଲ୍ଲୀ ମ୍ୟାଚରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଆଇସିସିକୁ ଅବଗତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜୟ ଶାହା । ଆସନ୍ତା କାଲି ମୁମ୍ବାଇରେ ଶ୍ରୀଲଙ୍କା –ଭାରତ ମଧ୍ୟରେ କଡା ଟକ୍କର ହେବ  । ସେହିପରି ଆସନ୍ତା ସୋମବାର ଦିଲ୍ଲୀରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ  ।



[ad_2]

Leave a Reply

Your email address will not be published. Required fields are marked *

Back to top button