ଖେଳ ଖବର

ମହିଳା ପ୍ରିମିୟର ଲିଗ ନିଲାମ : କାଶ୍ୱୀ ଗୌତମ ଦାମୀ ଖେଳାଳି – Sahana Mela

[ad_1]

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ଦ୍ୱିତୀୟ ସଂସ୍କରଣର ନିଲାମ ପ୍ରକ୍ରିୟା ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିଲା । ୧୬୫ ଖେଳାଳିଙ୍କ ମଧ୍ୟରେ ୩୦ଜଣଙ୍କ ଭାଗ୍ୟ ଚମକିଥିଲା । ଗୁଜରାଟ ଜ୍ୟାଂଟସ ସର୍ବାଧିକ ୧୦ ଖେଳାଳିଙ୍କୁ ଟିମରେ ସାମିଲ କରିଛି । କାଶ୍ୱୀ ଗୌତମ (ଭାରତ) ଓ ଏନାବେଲ ସଦରଲାଣ୍ଡ (ଅଷ୍ଟ୍ରେଲିଆ) ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି । ଏହି ଦୁଇଜଣଙ୍କୁ ଯଥାକ୍ରମେ ଗୁଜରାଟ ଟାଇଟାନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ଟଙ୍କାରେ ନେଇଛନ୍ତି । ସେହିପରି ବୃନ୍ଦା ଦୀନେଶଙ୍କୁ ୟୁପି ୱାରିୟର୍ସ ୧.୩ କୋଟି, ଶବନିମ ଇସମାଇଲଙ୍କୁ ୧.୨ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଫିବି ଲିଚଫିଲ୍ଡଙ୍କୁ ୧ କୋଟି ଟଙ୍କାରେ ଗୁଜରାଟ ଟାଇଟାନ୍ସ କ୍ରୟ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସ: ହରମନପ୍ରୀତ କୌର (ଅଧିନାୟିକା), ୟାସ୍ତିକା ଭାଟିୟା, ଅମେଲିୟା କୌର, କୋଲେ ଟ୍ରାୟନ, ହିଲି ମାଥ୍ୟୁସ, ହୁମେରା କାଜୀ, ଜିନ୍ତିମନୀ ଲଳିତା, ନତାଲୀ ସୀବର, ପ୍ରିୟଙ୍କା ବାଲା, ଅମନଦୀପ କୌର, ଏସ.ସଜାନା, ଅମନଜୋତ କୌର, ଇସି ୱଙ୍ଗ, ପୂଜା ବସ୍ତ୍ରାକର, ସାୟକା ଇଶାକ, ଶବନିମ ଇସମାଇଲ, ଫାତିମା ଜାଫର, କୃଥନା ବାଲାକ୍ରିଷ୍ଣା ।
ଦିଲ୍ଲୀ କ୍ୟାପିଟାଲ୍ସ: ମ୍ୟାଗ ଲେନିଂ(ଅଧିନାୟିକା), ଜେମିମା ରୋଡ୍ରିଗ୍ୟୁଜ, ଲାରା ହ୍ୟାରିସ, ତାନିୟା ଭାଟିୟା, ଅପର୍ଣ୍ଣା ମଣ୍ଡଳ, ଏଲିସ କ୍ୟାପ୍ସି, ଅରୁନ୍ଧତି ରେଡ୍ଡୀ, ଜେସ ଜୋନାସେନ, ମାରିଜନ କ୍ୟାପ, ମିନ୍ନୁ ମଣି, ରାଧା ଯାଦବ, ଶେଫାଳୀ ବର୍ମା, ଶିଖା ପାଣ୍ଡେ, ସ୍ନେହା ଦୀପ୍ତି, ତିତାସା ସାଧୁ, ଏନାବେଲ ସଦରଲାଣ୍ଡ, ପୁନମ ଯାଦବ, ଅଶ୍ୱୀନୀ କୁମାରୀ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ସ୍ମୃତି ମାନ୍ଧାନା(ଅଧିନାୟିକା), ରିଚା ଘୋଷ, ଆଶା ଶୋଭନା, ଦିଶା କସାତ,ଏଲିସ ପ୍ୟାରୀ, ହ୍ରୀଥର ନାଇଟ, ଇନ୍ଦ୍ରାଣୀ ରାୟ, କନିକା ଆହୁଜା, ଶ୍ରେୟଙ୍କା ପାଟିଲ, ସୋଫି ଡିଭାଇନ, ଜର୍ଜିୟା ୱେରହ୍ୟାମ, ରେଣୁକା ସିଂ, କେଟ କ୍ରସ, ଏକତା ବିସ୍ତ,ଶୁଭା ସତୀଶ, ଏସ.ମେଘନା, ସିମ୍ରନ ବାହାଦୂର ଓ ସୋଫି ମିଲିନ୍ୟୁ ।
ୟୁପି ୱାରିୟର୍ସ: ଏଲିସା ହିଲି (ଅଧିନାୟିକା), କିରଣ ନବଗିରି, ଡେନିୟଲ ୱାୟଟ, ବୃନ୍ଦା ଦୀନେଶ, ଅଞ୍ଜଳି ସରୱାନୀ, ଦୀପ୍ତି ଶର୍ମା, ଗ୍ରେସ ହ୍ୟାରିଶ, ଲକ୍ଷ୍ମୀ ଯାଦବ, ପାଶ୍ୱର୍ୀ ଚୋପ୍ରା, ସୋପ୍ପାଦାଣ୍ଡି ୟଶଶ୍ରୀ, ଶ୍ୱେତା ସେହାରୱତ, ତାହିଲା ମ୍ୟାକଗ୍ରା, ପୂନମ ଖେମନାର, ସାଇମା ଠାକୁର, ଲରେନ ବେଲ, ରାଜେଶ୍ୱରୀ ଗାଏକ୍ୱାଡ, ସୋଫୀ ଏକ୍ସେଲଷ୍ଟୋନ, ଗୌହର ସୁଲତାନ ।
ଗୁଜରାଟ ଜ୍ୟାଂଟସ: ବେଥ ମୁନୀ (ଅଧିନାୟିକା), ଲୌରା ଭୋଲଭାର୍ଟ, ଫିବି ଲିଚିଫିଲ୍ଡ, ତ୍ରିଶା ପୂଜିତା, ଏଶ୍ଲେ ଗାର୍ଡନେର, ଦୟାଲନ ହେମଲତା, ହରଲୀନ ଦେଓଲ, ଶବନମ ମହମ୍ମଦ, ସ୍ନେହା ରାଣା, ତନୁଜା କଂଓର,ମେଘନା ସିଂ, କାଶ୍ୱୀ ଗୌତମ, ପ୍ରିୟା ମିଶ୍ରା, ଲରେନ ଚୀଟଲ ।

[ad_2]

Leave a Reply

Your email address will not be published. Required fields are marked *

Back to top button