ରାଜ୍ୟ

ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବ ଆଉ ଏକ ବାତ୍ୟା – Sahana Mela

[ad_1]

ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବବୋଲି କୁହାଯାଉଛି I ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କହିଛନ୍ତି । ବର୍ତମାନ ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି କହିଛନ୍ତି I
ସୂଚନାନୁସାରେ , ବର୍ତମାନ ବାତ୍ୟା କୁ ନେଇ ଏବେ କୌଣସି ସୂଚନା ମିଳିନାହିଁ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି I ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ବର୍ତମାନ ର ସୂଚନା କୁ ନେଇ ବାତ୍ୟା ଭୟ ନଥିବା ର ଦେଖା ଯାଇଛି । ବଙ୍ଗୋପ ସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ ବୋଲି ଆଶଙ୍କା ରହିଛି । ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ବାତ୍ୟା ନେଇ ହେବାର ଏପର୍ଯ୍ୟନ୍ତ କୌଣସି ଆଇ ଏମ ଡି ପାଖରେ କୋଣସି ସୂଚନା ନାହିଁ । ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ I

[ad_2]

Leave a Reply

Your email address will not be published. Required fields are marked *

Back to top button