ରାଜ୍ୟ
ଦିନକ ପାଇଁ ବଢ଼ିଲା ବାଲିଯାତ୍ରା – Sahana Mela

[ad_1]
କଟକ,ଏନ୍ଏନ୍ଏସ୍: କଟକ ଐତିହାସିବ ବାଲିଯାତ୍ରା ଆଉ ଦିନକ ପାଇଁ ବଢ଼ିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ୪ ତାରିଖରେ ସରିବାର ଥିଲା ।
[ad_2]