ସ୍ୱାସ୍ଥ୍ୟ
ମେଦ ବହୁଳତା ନେଇ ଚିନ୍ତିତ କି ? ପ୍ରତିଦିନ ସକାଳେ ଖାଆନ୍ତୁ ନାସପାତି , ଓଜନ କମାନ୍ତୁ… – Sahana Mela

[ad_1]
ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି । ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା । ନିୟମିତ ପ୍ରତିଦିନ ସକାଳେ ଯଦି ଆପଣ ଗୋଟିଏ ଗୋଟିଏ ନାସପାତି ଖାଇବେ , ତେବେ ଓଜନ କମିଥାଏ ।
ବୟସ୍କ ଲୋକମାନଙ୍କ ପାଇଁ ଏହା ବେଶ୍ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । କାରଣ ଏହାକୁ ଖାଇବା ଦ୍ବାରା ଖାଦ୍ୟ, ପଚନ, ପୋଷକ ତତ୍ତ୍ୱର ଗୁଣ ଓ ହୃଦ୍ ସମ୍ପର୍କିତ ରୋଗ , ଡାଇବେଟିସ୍ ରୋଗ ମଧ୍ୟ ଦୂର ହୋଇଥାଏ । ନାସପାତିରେ ସାଧାରଣତଃ ଭିଟାମିନ୍ ସି, ମ୍ୟାଗ୍ନନେସିୟମ୍, କପୋର୍ ଓ ପୋଟାସିୟମ୍ ଭରପୁର ମାତ୍ରାରେ ରହିଛି। ନାସପାତି ଖାଇବା ଦ୍ୱାରା ଓଜନ ହ୍ରାସ ହୁଏ ।
[ad_2]